Below header
Browsing Tag

crocodile census

ଭିତରକନିକାରେ ଚାଲିଛି କୁମ୍ଭୀର ଗଣନା, ୨୨ଟି ଟିମ୍ ନିୟୋଜିତ

ରାଜନଗର (କେନ୍ୟୁଜ୍‌): ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି କୁମ୍ଭୀର ଗଣନା । ରାଜନଗର, କନିକା, ଗହୀରମଥା, ମହାକାଳପଡ଼ାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରୁଛନ୍ତି ୨୨ଟି ଟିମ୍ । ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ ଗଣନା କାର୍ଯ୍ୟ କରାଯାଉଛି…

ଗଞ୍ଜାମ ଘୋଡ଼ାହାଡ଼ ଡ୍ୟାମ୍‌ରେ କୁମ୍ଭୀର ଗଣନା ଆରମ୍ଭ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଂଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡର ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ଘୋଡାହାଡ ଡ୍ୟାମ୍ ରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଜଳ ଭଣ୍ଡାର ଓ ନିକଟସ୍ଥ ଦଶଗୋଟି ଜଳାଶୟରେ ମଗର ଜାତିର କୁମ୍ଭୀର ଅଛନ୍ତି । ୨୦୨୦ ଗଣନା ଅନୁସାରେ ୪୪ଟି ଜଳ ଭଣ୍ଡାର ଓ…