ଭିତରକନିକାରେ ଚାଲିଛି କୁମ୍ଭୀର ଗଣନା, ୨୨ଟି ଟିମ୍ ନିୟୋଜିତ

ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି କୁମ୍ଭୀର ଗଣନା । ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ ଗଣନା କାର୍ଯ୍ୟ କରାଯାଉଛି ।

ରାଜନଗର (କେନ୍ୟୁଜ୍‌): ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି କୁମ୍ଭୀର ଗଣନା । ରାଜନଗର, କନିକା, ଗହୀରମଥା, ମହାକାଳପଡ଼ାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରୁଛନ୍ତି ୨୨ଟି ଟିମ୍ । ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ ଗଣନା କାର୍ଯ୍ୟ କରାଯାଉଛି । ପ୍ରତି ଟିମ୍‌ରେ ୫ରୁ ୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.