Browsing Tag

crops damaged

ଫସଲ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ, ୧୨ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମିଗଜୋମ ବାତ୍ୟା ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲାରେ ପ୍ରଭାବିତ ହୋଇଛି ଫସଲ। ଫସଲ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ। ଉଭୟ କୃଷି ବିଭାଗ ଅଧିକାରୀ ଏବଂ ରାଜସ୍ବ…

କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କୁ ଘାରିଛି ରୋଗ ପୋକ ଚିନ୍ତା

କଳାହାଣ୍ଡି(କେନ୍ୟୁଜ୍‌): ବର୍ଷ ଆରମ୍ଭରୁ କରୋନା ମହାମାରୀ ପାଇଁ ଚାଷୀ କୁଳ ହତାଶ ହୋଇ ହାତ ବାନ୍ଧି ବସିପଡିଥିବା ବେଳେ କରୋନା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଅପର ପଟେ ଏବେ ଚାଷୀଙ୍କ ଅଣ୍ଟା ନ ସଳଖୁଣୁ ଏବେ ଧାନ ଗଛରେ ରୋଗ ପୋକର ଆତଙ୍କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଗଲାଣି…

ବାତ୍ୟା ପରେ ବନ୍ୟା ଉଜାଡ଼ି ଦେଇଛି ଧାନ ଚାଷ, ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଚାଷୀ

ଗଞ୍ଜାମ(କେନ୍ଯୁଜ୍) : ତିତ୍‌ଲି ଉଜାଡ଼ି ଦେଇଛି ଧାନ ଚାଷ । ଗଞ୍ଜାମ ଜିଲ୍ଲାରେ ଚାଷୀମାନଙ୍କର ହୋଇଛି ବ୍ଯାପକ କ୍ଷୟକ୍ଷତି । ବାତ୍ୟା ପରେ ବନ୍ୟାରେ ଚାଷ ଜମିରେ ପାଣି ମାଡ଼ି ଯାଇଥିଲା । ଯାହାଫଳରେ ହେକ୍ଟର ହେକ୍ଟର ଚାଷ ନଷ୍ଟ ହୋଇଛି । କିଛି ଦିନ ଭିତରେ ଚାଷୀ ଅମଳ କରି ଥାଆନ୍ତା ଧାନ । ତେବେ…