Below header

ବାତ୍ୟା ପରେ ବନ୍ୟା ଉଜାଡ଼ି ଦେଇଛି ଧାନ ଚାଷ, ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଚାଷୀ

ଗଞ୍ଜାମ(କେନ୍ଯୁଜ୍) : ତିତ୍‌ଲି ଉଜାଡ଼ି ଦେଇଛି ଧାନ ଚାଷ । ଗଞ୍ଜାମ ଜିଲ୍ଲାରେ ଚାଷୀମାନଙ୍କର ହୋଇଛି ବ୍ଯାପକ କ୍ଷୟକ୍ଷତି । ବାତ୍ୟା ପରେ ବନ୍ୟାରେ ଚାଷ ଜମିରେ ପାଣି ମାଡ଼ି ଯାଇଥିଲା । ଯାହାଫଳରେ ହେକ୍ଟର ହେକ୍ଟର ଚାଷ ନଷ୍ଟ ହୋଇଛି । କିଛି ଦିନ ଭିତରେ ଚାଷୀ ଅମଳ କରି ଥାଆନ୍ତା ଧାନ । ତେବେ ବାତ୍ୟା ଦେଇଗଲା ଦୁଃଖ । ବର୍ତ୍ତମାନ ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଚାଷୀ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.