ଅଶୋଧିତ ତୈଳ ଦରରେ ରେକର୍ଡ: ୧୩ ବର୍ଷରେ ସର୍ବାଧିକ ! ବ୍ୟାରେଲ ପିଛା ପହଁଚିଲା ୧୩୦ ଡଲାର
ନୂଆଦିଲ୍ଲୀ: ତୈଳଦରରେ ରେକର୍ଡ । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାରରେ ପହଁଚିଲା । ଯାହାକି ୧୩ ବର୍ଷରେ ସର୍ବାଧିକ । ଜୁଲାଇ ୨୦୦୮ ପରଠାରୁ ଏହା ସର୍ବାଧିକ । ଆମେରିକାରେ ଅଶୋଧିତ ତୈଳଦର ୮ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଋଷର ୟୁକ୍ରେନ ଉପରେ ଆକ୍ରମଣର ପ୍ରଭାବ । ଋଷ ଉପରେ ତୈଳ ଓ…