କଟକ ରାଜସ୍ୱ ପର୍ଷଦ ବିଲଡିଂରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ଟିମ
କଟକ : କଟକ ରାଜସ୍ୱ ପର୍ଷଦ ବିଲଡିଂରେ ଅଗ୍ନିକାଣ୍ଡ । ପଞ୍ଚମ ମହଲାର ଏସିର କନ ଫେକ୍ସରରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ । ସଟ ସର୍କିଟରୁ ଅଗ୍ନିକାଣ୍ଡ ହେଇଥିବା ନେଇ ସନ୍ଦେହ କରାଯାଉଥିଲା । .ସର୍ଟ ସର୍କିଟରୁ ଲାଗିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ସନ୍ଧ୍ୟା…