Browsing Tag

cyber aware

Google ଆଣିଲା Threat Intelligence AI, ଏବେ ସାଇବର ଆଟାକରେ ଲାଗିବ ବ୍ରେକ୍

ୟୁଜର୍ସଙ୍କୁ ସାଇବର ଆଟାକରୁ ରକ୍ଷା କରିବା ପାଇଁ ଗୁଗୁଲ ଏକ ନୂଆ Threat Intelligence AI ଫିଚର ଲଞ୍ଚ କରିଛି । RSA Conference 2024 ରେ ଗୁଗୁଲ ଏହାର AI ଆଧାରିତ ସାଇବର ସିକ୍ୟୁରିଟି ଟୁଲ୍ ଘୋଷଣା କରିଛି । ଗୁଗୁଲର ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ଡିଜିଟାଲ୍ ଦୁନିଆର ସବୁଠାରୁ…

‘ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’: ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବ ସାଇବର ସୁରକ୍ଷା ରଥ

କେନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି। 'ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ' ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ…

ଭୁବନେଶ୍ୱରରେ ମାତିଛନ୍ତି ସାଇବର ଠକ, whatsapp ଜରିଆରେ ଲଗାଉଛନ୍ତି ଚୂନା

ହ୍ଵାଟସଆପ୍‌ ରେ ଲାଗିଲା ୪୦ ଲକ୍ଷ ଟଙ୍କାର ଚୂନା। ସାଇବର ଠକେଇରେ ଏହି ନୂଆ ମାମଲା ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି। ଟଙ୍କା ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠୁ ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ବଡ଼ ରାଶି। ଘଟଣା କିଛି ଏଭଳି ଆରମ୍ଭ ହୋଇଥିଲା ପ୍ରଥମେ ବ୍ୟକ୍ତିଙ୍କୁ ୧୫୦ ଟଙ୍କା ଦେବା ପାଇଁ…

ଚଳଚିତ୍ର ମାଧ୍ୟମରେ ସାଇବର ସଚେତନ କରିବ କ୍ରାଇମବ୍ରାଞ୍ଚ, ଯୋଡି ହୋଇଛନ୍ତି ଷ୍ଟାର କପଲ୍‌ ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ବର(କେନ୍ୟୁଜ୍): ସାଇବର ସଚେତନତା ନେଇ କ୍ଷୁଦ୍ର ଚଳଚ୍ଚିତ୍ର । ଚଳଚିତ୍ର ମାଧ୍ୟମରେ ସଚେତନ କରିବ କ୍ରାଇମବ୍ରାଞ୍ଚ । ଅଭିଯାନରେ କ୍ରାଇମବ୍ରାଞ୍ଚ ସହ ଯୋଡି ହୋଇଛନ୍ତି ଷ୍ଟାର କପଲ୍‌ ସବ୍ୟସାଚୀ ଓ ଅର୍ଚିତା । ଚଳଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇବା ମୁଖ୍ୟ ଉଦ୍ଦେଶ୍ୟ । ଦିନକୁ…