Browsing Tag

Cyber criminals

ସାଇବର ଅପରାଧୀଙ୍କର ନୂଆ ଧରଣର ଠକେଇ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ପ୍ରଚୁର ଅର୍ଥ ରାଶି

କଟକ : ସାଇବର ଅପରାଧୀଙ୍କର ଏକ ନୂଆ ଧରଣର ଗତି ବିଧି ସାମ୍ନାକୁ ଆସିଛି।  ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପ୍ରଚୁର ଅର୍ଥ ରାଶି ମିଳିବ କହି ଠକୁଛନ୍ତି ସାଇବର ଠକ ।  ଏଥିପାଇଁ ଫେସ୍‌ବୁକ୍‌ କୁ ଏକ ଭଲ ମାଧ୍ୟମ ଭାବରେ ବାଛିଛନ୍ତି ସାଇବର ଠକ।  ବିହାର ନୱାଡ଼ା ଜିଲ୍ଲାରୁ ଏହି ଗ୍ୟାଙ୍ଗ କାମ…

ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍: ଖାରବେଳ ନଗର ଅଞ୍ଚଳର ଜଣେ ଯୁବକଙ୍କଠାରୁ ୫୨ହଜାର ଟଙ୍କା ଚଳୁ କଲେ ଠକ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍ । କେତେବେଳେ ଲଟେରୀ ଲୋଭ ଦେଖାଇ ଲୁଟୁଛନ୍ତି ତ ଆଉ କେତେବେଳେ ଧମକ ଦେଇ ଗ୍ରାହକ ଠାରୁ ଲୁଟ କରୁଛନ୍ତି । ପ୍ରତିଦିନ ମାଳମାଳ ଅଭିଯୋଗ ସାଇବର ଥାନାରେ ରୁଜୁ ହୋଉଛି । ହ୍ପାଟସପ, ଫୋନ ପେ, ଗୁଗୁଲ ପେ, ଅନଲାଇନ୍‌ ଟ୍ରାଞ୍ଜାକ୍ସନ କୁ ହ୍ୟାକ କରି…

ଅନ୍ ଲାଇନ ମଦ ବିକ୍ରିର ଭରପୂର ଫାଇଦା ଉଠାଇଲେ ସାଇବର ଅପରାଧୀ, ଚାହୁଁ ଚାହୁଁ ଠକି ନେଇଗଲେ କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ବର : ଲକ୍‌ଡାଉନରେ ଯୋର ଧରିଛି ସାଇବର ଠକେଇ । ସାଇବର ଅପରାଧୀମାନେ ଟଙ୍କା ଲୋଭରେ ଟାର୍ଗେଟ କରି ଚାଲିଛନ୍ତି ସାଧାରଣ ଲୋକଙ୍କୁ । ସେବା ଯୋଗାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏଭଳି ଏକ ଘଟଣା ଗତକାଲି ବିଭିନ୍ନ ସ୍ଥାନରେ ଦେଖିବାକୁ…