Browsing Tag

cyclone amphan

ଆମ୍ଫାନ ପାଇଁ ଚଳଚଞ୍ଚଳ ବାଲେଶ୍ୱର ଜିଲ୍ଲା ପ୍ରଶାସନ, ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ

ବାଲେଶ୍ୱର (କେ.ନ୍ୟୁଜ): କରୋନାକୁ ନେଇ ମନରୁ ଭୟ ନ ଛାଡୁଣୁ ପୁଣି ଏବେ ଲୋକଙ୍କ ମନରେ ଭୟ ସଞ୍ଚାର କଲାଣି ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଆମ୍ଫାନ। ତେବେ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ସ୍ୱଳ୍ପ ଥିବା ସୂଚାଇବା ପରେ ଏବେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ…

ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ ଲଘୁଚାପ ! ଉପକୂଳ ଓଡ଼ିଶାରେ ୧୮ରୁ ବର୍ଷା ଆରମ୍ଭ

ଭୁବନେଶ୍ବର: କୁଆଡେ ମୁହାଁଇବ ଆମ୍ଫାନ ? ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଲଘୁଚାପ । ଆଜି ସଂଧ୍ୟାରେ ବାତ୍ୟାର ରୂପ ନେଇପାରେ । ଏହା ପରେ ସାମୁଦ୍ରିକ ଝଡ ଗତିଶୀଳ ହେବ । ବାତ୍ୟାର ରୂପ ନେବା ପରେ ପଶ୍ଚିମ ଓ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିିବା ଅନୁମାନ କରାଯାଉଛି । ରବିବାର…