Browsing Tag

cyclone phani latest news

ଆସୁଛି ବାତ୍ୟା ଫାନୀ, ଓଡ଼ିଶା ଉପରେ ପ୍ରଭାବ ନେଇ ୭୨ ଘଣ୍ଟା ପରେ ସ୍ପଷ୍ଟ ହେବ ଚିତ୍ର

କେନ୍ୟୁଜ୍ : ବାତ୍ୟା ଫାନୀର ଓଡ଼ିଶା ଉପରେ ପ୍ରଭାବ ପଡ଼ିବନି । ଆସନ୍ତା ୩୦ରେ ଫାନୀ ଉତ୍ତର ତାମିଲନାଡୁ,ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପ୍ରଭାବ ନେଇ ୭୨ ଘଣ୍ଟା ପରେ ସ୍ପଷ୍ଟ ଜଣାପଡ଼ିବ । ରାଜ୍ୟରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି । ୯ଟି ଜିଲ୍ଲା ପାଇଁ ହିଟୱେଭ…