ସବୁ ଗ୍ୟାସ୍ ସିଲିଣ୍ଡରରେ ରହିଥାଏ ଏକ୍ସପାୟାରୀ ଡେଟ୍, ଆଶ୍ଚର୍ଯ୍ୟ ନହୋଇ ଏପରି ଉପାୟରେ ଜାଣନ୍ତୁ
କଣ ଆପଣ ଜାଣନ୍ତି ଯେଉଁ ଏଲପିଜି ଗ୍ୟାସକୁ ଆପଣ ବ୍ୟବହାର କରୁଛନ୍ତି, ତାହା ବ୍ୟବହାର ଉପଯୋଗୀ ନା ନୁହେଁ ? ଯଦି ଆପଣ ଏହା ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହାକୁ ଜାଣିବାର ପ୍ରୋସେସ। ଏଲପିଜି ଗ୍ୟାସ ସିଲିଣ୍ଡର ସବୁ ଘରେ ବ୍ୟବହାର ହୋଇଥାଏ କିନ୍ତୁ ଏହାକୁ ଜଡିତ ଥିବା…