D2Hରେ ମିଳିପାରେ ପୋର୍ଟବିଲିଟି ସୁବିଧା, TRAI କରୁଛି ଯୋଜନା
ଏବେ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ(TRAI) ସେଟ୍ଟପ୍ ବକ୍ସ ପୋର୍ଟବିଲିଟି ସୁବିଧା ଦେବାକୁ ଯୋଜନା କରୁଛି। ଯୋଜନା ଲାଗୁ ହେବା ପରେ ଗ୍ରାହକ ସେଟ୍ଅପ୍ ବକ୍ସ ନ ବଦଳାଇ ନିଜ ଡିଟିଏଚ୍ କନେକ୍ସନ୍ ପରିବର୍ତ୍ତନ କରିପାରିବେ।
ଏହାସହ ପଢନ୍ତୁ: DRDOରେ ରିସର୍ଚ୍ଚ ଆସୋସିଏଟ୍ ପଦବୀ…