Below header
Browsing Tag

daitapati election result

ଆଜି ମନୋନୀତ ହେବେ ଶ୍ରୀମନ୍ଦିର ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକ

ପୁରୀ(କେନ୍ୟୁଜ୍): ଆଜି ମନୋନୀତ ହେବେ ଶ୍ରୀମନ୍ଦିର ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକ । ଗତକାଲି ନିର୍ବାଚିତ ହୋଇଥିଲେ ଦଇତାପତି ନିଯୋଗର ୧୫ ଜଣିଆ କାର‌୍ୟ୍ୟକାରୀ କମିଟି ସଭ୍ୟ । ନିର୍ବାଚନରେ ମତଦାନ ପାଇଁ ଯୋଗ୍ୟତା ପାଇଥିବା ୧୨୦ ଜଣ ଦଇତାପତିଙ୍କ ମଧ୍ୟରୁ ୧୦୫ ଜଣ ମତଦାନ କରିଥିଲେ ।…