Browsing Tag

Dal Lake

ଶ୍ରୀନଗର ଡାଲ୍‌ ହ୍ରଦରେ ଅଗ୍ନିକାଣ୍ଡ, ଜଳିପୋଡି ପାଉଁଶ ହୋଇଗଲା ହାଉସବୋଟ୍‌

ଜମ୍ମୁ କଶ୍ମୀର ଶ୍ରୀନଗରରେ ଥିବା ଡାଲ୍‌ ଲେକରେ ହାଉସବୋଟ୍‌ରେ ନିଆଁ । ନିଆଁ ଲାଗି ଜଳିଗଲା ହାଉସ ବୋଟ। ଆଜି ଭୋରରୁ ଶ୍ରୀନଗର ଜିଲ୍ଲାର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଛାରଖାର ହୋଇପଡିଛି । ଖବର ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ…

ହ୍ରଦରେ ଏଟିଏମ୍‌ ସ୍ଥାପନ କଲା ଏସ୍‌ବିଆଇ, ଗୁଲମର୍ଗ ବୁଲିବାକୁ ଯାଉଥିବାର ପର୍ଯ୍ୟଟକଙ୍କୁ ଆଉ ହେବନି କ୍ୟାସ୍‌ ପାଇଁ…

ହ୍ରଦରେ ଏଟିଏମ୍‌ ସ୍ଥାପନ କଲା ଏସ୍‌ବିଆଇ। ଶ୍ରୀନଗରର ଡଲ ହ୍ରଦରେ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଭାସମାନ ଏଟିଏମ୍‌ ପ୍ରତିଷ୍ଠା କରାଯାଇଛି। ଏସ୍‌ବିଆଇ ତରଫରୁ ଏଭଳି ଏକ ନିଆରା ଉଦ୍ୟମ କରାଯାଇଛି। ଏସ୍‌ବିଆଇର ଏହି ପହଁରୁଥିବା ଏଟିଏମ୍‌ ଏବେ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର…

କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଡଙ୍ଗାକୁ ହିଁ କରିଦେଲେ ଆମ୍ବୁଲାନ୍ସ, PPE କିଟ, ଷ୍ଟ୍ରେଚର, ହ୍ବିଲଚେୟାରର…

ଏବେ କରୋନା ମହାମାରୀ ସହ ସାରା ଦେଶ ଜୁଝି ହେଉଛି। ଏମିତି ସ୍ଥିତିରେ ଅନେକ ଲୋକ ସହାୟତା କରିବାକୁ ଆଗେଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଜାମ୍ମୁ କଶ୍ମୀରର ତାରିକ ଅହମଦ ପତଲୁ। ତାରିକ ଶ୍ରୀନଗରର ଡାଲ ହ୍ରଦରେ ଏକ ଡଙ୍ଗାକୁ ଆମ୍ବୁଲାନ୍ସ ବନାଇ ଦେଇଛନ୍ତି। ଏହି…