Browsing Tag

dam

ନିବୃତି ଡ୍ୟାମ ନିର୍ମାଣରେ ଅନିୟମିତତା ଅଭିଯୋଗ  : ଅନେକ ସ୍ଥାନରେ ଫାଟ, ଜମିକୁ ମାଡୁନି ପାଣି

ସୁବର୍ଣ୍ଣପୁର ଜିଲ୍ଲା ତରଭା ତୁଲୁଣ୍ଡା ଗାଁରେ ନିବୃତି ଡ୍ୟାମ୍‌ର କାମ ନିମ୍ନମାନର ହୋଇଥିବା ଅଭିଯୋଗ । ଡ୍ୟାମ୍‌ର ଅବସ୍ଥା ଖରାପ ଯୋଗୁ ଜମିକୁ ପାଣି ମାଡି ପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଆଖପାଖ ୧୦ଟି ପଞ୍ଚାୟତର ଚାଷୀଙ୍କ କ୍ଷେତକୁ ଜଳସେଚନ ଉଦ୍ଦେଶ୍ୟ ରଖି ଏହି ଡ୍ୟାମ୍‌ ନିର୍ମାଣ…

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଆଜି ସକାଳ ୬ଟାରେ ଜଳଭଣ୍ଡାରରେ ୬୦୧.୧୫ଘନଫୁଟ ପାଣି ରହିଛି। ଜଳଭଣ୍ଡାରକୁ ୬୭ହଜାର ୮୩୭କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ବିଭିନ୍ନ କେନାଲ ପାୱାର ଚ୍ୟାନେଲ ଦେଇ ୧୫ହଜାର କ୍ୟୁସେକ୍ ନିଷ୍କାସିତ ହେଉଛି। ଜଲଭଣ୍ଡାରର ଉପରମୁଣ୍ଡରେ ଗତ ୨୪ଘଣ୍ଟା…