Browsing Tag

danjer to world

ଆଜି ରାତିରେ ପୃଥିବୀ ଦେଇ ଅତିକ୍ରମ କରିବ ବଡ଼ ଆଷ୍ଟ୍ରଏଡ, ସତର୍କ ସାରା ବିଶ୍ବ

ଆଜି ରାତି ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯାହାକୁ ଚାତକ ଭଳି ଚାହିଁ ବସିଛନ୍ତି ମହାକାଶବିଜ୍ଞାନୀ । ଭୟ ମିଶା ଉତ୍ସାହରେ ପ୍ରତିଟି କ୍ଷଣ ଉପରେ ନଜର ରଖିଛନ୍ତି ସାରା ବିଶ୍ବର ବୈଜ୍ଞାନିକ । ଆଜି ରାତି ୩.୨୧ରେ ପୃଥିବୀ ଦେଖିବ ଏକ ଅଲୌକିକ ଘଟଣା । ଯାହାକୁ ନେଇ ସତର୍କ…