Browsing Tag

daughter killed

ଝିଅକୁ ଯୁବକଙ୍କ ସହ ଅସଂଯତ ଅବସ୍ଥାରେ ଦେଖି ସହିପାରିଲାନି ବାପା, ଶୋଇଥିବା ଅବସ୍ଥାରେ ଗଳା କାଟି କଲା ହତ୍ୟା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଠାରେ କିଛି ନୂଆନୂଆ ଅପରାଧ ଦେଖିବାକୁ ମିଳୁଛି । ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡୁଛି । ଫିରୋଜାବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜ ଝିଅକୁ…

ହିତାହିତ ଜ୍ଞାନ ଭୁଲିଗଲା ଦାଦା : ନିଜ ଜମିରେ ପଶି ଆସିବାରୁ ଝିଆରିକୁ ଲୁହା ରଡ୍‌ରେ ମାରି କଲା ଲହୁଲୁହାଣ

ବାଲେଶ୍ୱର (କେନ୍ୟୁଜ): କାକା ଜମିରେ ପଶି ଆସିବାରୁ ଝିଆରିକୁ ଲୁହା ରଡ୍‌ରେ ମାରି ଲହୁଲୁହାଣ । ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରି ପଞ୍ଚାୟତ ନାଫରାଇ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ମମତା ଭୂୟାଁଙ୍କ ଝିଅ ସ୍କୁଲରୁ ଘରକୁ ଫରିବା ବେଳେ ଭୁଲବଶତଃ ବିବାଦୀୟ ରାସ୍ତା ଦେଇ ଚାଲି ଆସିବାରୁ…