Below header
Browsing Tag

dc vs gt

ମୁକେଶଙ୍କ ଉପରେ ରାଗିଗଲେ କୁଲଦୀପ ଯାଦବ, ଶାନ୍ତ କରାଇଲେ ରିଷଭ ପନ୍ତ : ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟରେ ମ୍ୟାଚ ଜିତିଯାଇଥିଲା । ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ରାଗ ଦେଖିବାକୁ ମିଳିଥିଲା । ଏମିତି କିଛି ଘଟିଥିଲା, ଯେଉଁଥିରେ କୁଲଦୀପ…

ଅହମଦାବାଦରେ ଦିଲ୍ଲୀ କ୍ୟାପିଟାଲ୍ସ ଦେଖାଇଲା ଦମ୍‌, ରୋମାଞ୍ଚକ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ରନରେ ହରାଇଲା

ଆଇପିଏଲ୍‌ ଗୁଜରାଟ ଟାଇଟନ୍ସକୁ ୫ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ। ଇଶାନ୍ତ ଶର୍ମାଙ୍କ ଦମଦାର ବୋଲିଂରେ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ। ମହମ୍ମଦ ସାମି ଫ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ପ୍ରଥମେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ନିଷ୍ପତ୍ତି…

ଆଇପିଏଲ୍‌ ୨୦୨୩: କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କଲା ଗୁଜରାଟ ଟାଇଟନ୍ସ, ପୁଣି ହାରିଗଲା ଦିଲ୍ଲୀ

ଚଳିତ ଆଇପିଏଲରେ ଦ୍ୱିତୀୟ ବିଜୟ ହାସଲ କରିଛି ଗୁଜରାଟ ଟାଇଟନ୍ସ । ମଙ୍ଗଳବାର ଅରୁଣ ଜେଟଲି ଷ୍ଟାଡିୟମରେ ଗୁଜରାଟ ୬ ୱିକେଟ୍ରେ ବିଜୟୀ ହୋଇଛି। ଆଉ ଦ୍ୱିତୀୟଥର ପାଇଁ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୨/୮ ସ୍କୋର କରିଥିଲା ବେଳେ ଗୁଜରାଟ ୧୮.୧…

ଆଇପିଏଲ୍‌ ୨୦୨୩ : ଆଜି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

ଆଜିର ଆଇପିଏଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ ସିଜିନର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଗୁଜରାଟ ଟାଇଟନ୍ସ ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ…