ଆଇସିଏମଆର ସହଭାଗିତାରେ କୋଭାକ୍ସିନ୍ ତିଆରି କରୁଛି ଭାରତ ବାୟୋଟେକ୍, ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି…
କେନ୍ୟୁଜ ବ୍ୟୁରୋ : କରୋନା ଲଢେଇରେ ଆଉ ଏକ ଖୁସି ଖବର । ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି ଲୋଡ଼ିଲା ଭ୍ୟାକ୍ସିନ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଆଇସିଏମ୍ଆରର ସହଭାଗିତାରେ କୋଭାକ୍ସିନ୍ ତିଆରି କରୁଛି ଭାରତ ବାଓଟେକ୍ ।…