Browsing Tag

dead body of kalia

ସତ୍ୟନଗର ଓଭରବ୍ରିଜ୍‌ ତଳୁ ମିଳିଛି କାଳିଆର ମୃତଦେହ

ଭୁବନେଶ୍ୱର : ଗତକାଲି ସତ୍ୟନଗର ଓଭର ବ୍ରିଜି ନିକଟରେ ଟ୍ରେନ ଲାଇନ୍‌୍‌ରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ଜିଆରପି ପୋଲିସ୍ ସୂଚନା ଅନୁସାରେ ମୃତ ଯୁବକଙ୍କ ନାମ କାଳିଆ ସ୍ୱାଇଁ। ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ । ତେବେ ସେ ଭୁବନେଶ୍ୱର ଚିନ୍ତାମଣିଶ୍ୱର ପୋଖରୀ ପାଖ ବସ୍ତିରେ…