Browsing Tag

death of soldiers

ଅଷ୍ଟ୍ରେଲିଆ: ମିଳିତ ସୈନ୍ୟ ପ୍ରଶିକ୍ଷଣ ବେଳେ ବିମାନ ଦୁର୍ଘଟଣା, ୩ ଆମେରିକୀୟ ସୈନିକ ମୃତ, ୨୦ରୁ ଅଧିକ ଆହତ

ଅଷ୍ଟ୍ରେଲିଆରେ ବହୁ-ରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ ‘ପ୍ରିଡେଟର୍ସ ରନ୍‌’ ବେଳେ ଏକ ଓସ୍‌ପ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଆମେରିକୀୟ ନୌସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨୦ ଜଣ ସୈନିକ ଆହତ ହୋଇଛନ୍ତି। ଏହି ବିମାନ ଦୁର୍ଘଟଣା ଯୋଗୁ ସୈନ୍ୟ ପ୍ରଶିକ୍ଷଣ ଅଭିଯାନରେ…

ପାକିସ୍ତାନୀ ସୈନ୍ୟଙ୍କୁ ନେଇ ଯାଉଥିବା ଟ୍ରକ୍‌ ୫୦୦ ଫୁଟ୍‌ ଖାଇକୁ ଖସିଲା; ୯ ମୃତ, ୪ ଆହତ

ପାକିସ୍ତାନ ଅଧୀକୃତ କାଶ୍ମୀର (PoK)ର ଶୌଜାବାଦ ଅଞ୍ଚଳରେ ରବିବାର ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ରେଗୁଲାର ସୈନ୍ୟ ଡ୍ୟୁଟି ସମୟରେ ପାକିସ୍ତାନ ସେନାର ଏକ…

ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି! ଛୁଟିରେ ଥିବା ସୈନିକମାନଙ୍କର ଆକ୍ରମଣରେ ମୃତ୍ୟୁ ଘଟିଲେ ଅନ୍‌ ଡ୍ୟୁଟି ବୋଲି ଧରାଯିବ

ଏବେ ମୋଦି ସରକାର ଦେଶର ସୈନିକମାନଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହାକି ସେମାନଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି, ଯେଉଁଥିରେ ଛୁଟି ବା ଅବକାଶ ସମୟରେ ସୈନିକମାନଙ୍କ ଉପରେ ଆକ୍ରମଣକୁ…