‘ମା’ ପରି କେହି ନାହିଁ , ଛୁଆର ଜୀବନ ରକ୍ଷା କରୁକରୁ ନିଜେ ଖରାରେ ଦେଇଦେଲା ଜୀବନ
ମା’ ତା ପାଇଁ ଶଦ୍ଦ ନାହିଁ । ସେ ତ ଶକ୍ତିସୂରୂପା । ମା’ ଗୋଟିଏ ଶବ୍ଦରେ ଯେମିତି ଭରି ରହିଛି ବ୍ରହ୍ମାଣ୍ଡ ଯାକାର ଅମୃତ । କେବଳ ଶବ୍ଦଟିଏ ନୁହେଁ ବରଂ ଅସୀମ ବଳ, ଧର୍ଯ୍ୟ ଓ ସହନଶୀଳର ପ୍ରତୀକଟିଏ । ମୃତ୍ୟୁର କୋଳରେ ଶୋଇ ଯିଏ ଜୀବନକୁ ଜନ୍ମ ଦିଏ ସେ ହେଉଛି ମା’। ଜଣେ ମା ନିଜ ସନ୍ତାନ ପାଇଁ…