Browsing Tag

decoit

ବାଲେଶ୍ୱର : ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ

ବାଲେଶ୍ୱର (କେନ୍ୟୁଜ୍) : ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ। ତିନି ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଦରଜୀପୋଖରୀ ନିକଟ ଭଟ୍ଟ ରଇସମିଲ ନିକଟରେ ୭ଜଣିଆ ଡକାୟତି ଦଳ ଡକାୟତି ପାଇଁ ଯୋଜନା କରୁଥିବା ଖବର…

ମାତିଲେ ପଲସର ଲୁଟେରା,ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ କଲେ ଲୁଟ୍‌

ରାଉରକେଲା:  ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟ୍‌ । ମହିଳାଙ୍କୁ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ତିନି ଦୁର୍ବୃତ୍ତ ଫେରାର । ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା କଲୁଙ୍ଗା ଲ୍ୟାମ୍ପସରେ ଏହି ଲୁଟ୍‌ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଲ୍ୟାମ୍ପସ ଆକାଉଣ୍ଟ ବିଭାଗରେ କାମ…

ଯାଜପୁର ବୈରୀ ପୋଲିସ ଦ୍ବାରା ୪ ଡକାୟତ ଗିରଫ

ଯାଜପୁର : ବୈରୀ ପୋଲିସ ଦ୍ବାରା ୪ ଡକାୟତ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ କାର ,୪ଟି ବାଇକ୍ ଏବଂ ବହୁ ମାରଣାସ୍ତ୍ର ସହ ୮ଟି ମୋବାଇଲ ଜବତ ହୋଇଛି। ଏମାନଙ୍କ ବିରୁଦ୍ଧରେ ଏଟିଏମ୍ ଭାଙ୍ଗିବା ଓ ପେଟ୍ରୋଲ ପମ୍ପ ଲୁଟ ଅଭିଯୋଗ ରହିଥିବା ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି।

ରାଉରକେଲାରୁ ଗିରଫ ହେଲେ ଡକାୟତି ଦଳ,ଲକ୍ଷାଧିକ ଟଙ୍କା ସହ ମାରଣାସ୍ତ୍ର ଜବତ

ରାଉରକେଲା: ପୁଣି ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ଚାରିଜଣ କୁଖ୍ୟାତ ଡକାୟତ। ବିଶ୍ରା ଥାନା ପୋଲିସ ଏହି ଚୋର ମାନଙ୍କୁ ଗିରଫ କରିଛି। ଝାଡଖଣ୍ଡର ଜଣେ କୁଖ୍ୟାତ ଡକାୟତ ରାଉରକେଲା ହାତୀବାରି ଓ ପୁରୁଣାପାଣି ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିଲା। ରାଉରକେଲା…