Browsing Tag

delhi gathering

ଓଡ଼ିଶାରେ ଶଙ୍କା ବଢାଇଲା ଦିଲ୍ଲୀ ସମାବେଶ, ଓଡିଶା ଫେରିଥିବା ୨୨ ଜଣଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଆଫ୍ରିକାନ

ଭୁବନେଶ୍ୱର: ଓଡ଼ିଶାରେ ଶଙ୍କା ବଢାଇଲା ଦିଲ୍ଲୀ ସମାବେଶ । ତବଲିଗ୍‌ ଜମାତ୍‌ରୁ ୨୨ ଜଣ ବ୍ୟକ୍ତି ଓଡ଼ିଶା ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ୨୨ ଜଣଙ୍କ ମଧ୍ୟରେ ୭ଜଣ ଆଫ୍ରିକାନ୍‌ ହୋଇଛନ୍ତି । ସମସ୍ତଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସମସ୍ତଙ୍କ ସାମ୍ପଲ ପରୀକ୍ଷା…