Browsing Tag

delhi human chain

ଜଳ ସଂରକ୍ଷଣ ସଚେତନତା ପାଇଁ ନିଆରା ପଦକ୍ଷେପ, ୨ହଜାରରୁ ଅଧିକ ଲୋକ ଏକାଠି ହୋଇ ସୃଷ୍ଟି କଲେ ହୁମ୍ୟାନ ଚେନ୍‌

ଜଳ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବାକୁ ନିଆରା ପଦକ୍ଷେପ। ଦିଲ୍ଲୀରେ ପ୍ରାୟ ୨ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇ ହୁମ୍ୟାନ ଚେନ୍‌ କରିଥିଲେ । ଏହି ଚେନ ପାଣି ବୁନ୍ଦା ଆକୃତିର ହୋଇଥିଲା। ଏହାକୁ ଇଣ୍ଡିଆନ ବୁକ୍‌ ଅଫ ରେକର୍ଡରେ ସାମିଲ କରାଯାଇଛି। ସ୍ମାର୍ଟଭାଲ୍ୟୁ ପକ୍ଷରୁ ଏହି ଇଭେଣ୍ଟର…