ଆସନ୍ତାକାଲି ଉଦଘାଟିତ ହେବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵ, ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ଆସନ୍ତାକାଲି ଉଦଘାଟିତ ହେବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵ । ପ୍ରଥମେ କାମ କରିଥିବା ଏକ୍ସପ୍ରେସେଓ୍ଵର ଦିଲ୍ଲୀ-ଦଉସା-ଲାଲସୋତ ସେକ୍ସନକୁ କାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ରାସ୍ତା ନିର୍ମାଣରେ ୧୨ହଜାର ୧୫୦ କୋଟି ବ୍ୟୟ ହୋଇଛି। ଆସନ୍ତାକାଲି ଉଦଘାଟିତ…