Below header
Browsing Tag

delhi winter

ଦିଲ୍ଲୀର ସମସ୍ତ ସ୍କୁଲ ଜାନୁୟାରୀ ୧ରୁ ବନ୍ଦ, ଶୀତ ଛୁଟି ଘୋଷଣା କଲେ ସରକାର

ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଚଳିତ ବର୍ଷର ଶୀତ ଛୁଟି ଘୋଷଣା କରି ଦିଆଯାଇଛି। ୨୦୨୪ ଜାନୁୟାରୀ ୧ରୁ ଶୀତ ଛୁଟି ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ। ଏଥର କେବଳ ୬ ଦିନ ପାଇଁ ଶୀତ ଛୁଟି ଦିଆଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର ଛୁଟି କମ୍ ରହିଛି। ଦିଲ୍ଲୀ ସରକାର ବୁଧବାର ଶୀତଦିନିଆ ଛୁଟି…

ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ: ଦିଲ୍ଲୀରେ ୨ ଡିଗ୍ରୀ ତଳକୁ ଖସିଲା ପାରଦ

ନୂଆଦିଲ୍ଲୀ : ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ । କୁହୁଡ଼ି ସାଙ୍ଗକୁ କୋହଲା ପବନ । ଲଗାତାର ଖସୁଛି ପାରଦ । ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମରେ ହାଡ଼ ଭଙ୍ଗା ଶୀତ । ଦିଲ୍ଲୀରେ ୨ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ଚଳିତ ସିଜନର ଏହା ସବୁଠୁ ଥଣ୍ଡା । ପ୍ରବଳ ଶୀତ ଲହରି ନେଇ ଦିଲ୍ଲୀ ସମେତ ଉତ୍ତର…

ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ, ଆଉ ୪ ଦିନ ପ୍ରବଳରୁ ଅତି ପ୍ରବଳ ହେବ ଥଣ୍ଡା

କେନ୍ୟୁଜ୍(ବ୍ୟୁରୋ):  ଉତ୍ତର ଭାରତରେ ଶୀତର ଲହରୀ। ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଗତ କିଛି ଦିନ ହେବ ଲୋକଙ୍କୁ କଲବଲ କରୁଛି ଭୟଙ୍କର ଜାଡ଼ । ନିଆଁ ନଦେଖିଲେ ଯାଉନି ଶୀତ। ଆଉ ୪ ଦିନ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ । ଡିସେମ୍ବର ୨୧ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରେ ଶୀତ ଲହରୀ…

ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀର ଥଣ୍ଡା, ୧୯୦୧ରେ ଅନୁଭୂତ ହୋଇଥିଲା ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ: ଶୀତ ଲହରୀରେ ଥରୁଛି ସମଗ୍ର ଉତ୍ତର ଭାରତ । ଅନେକ ଅଞ୍ଚଳରେ ଶୀତ ପୂର୍ବ ରେକର୍ଡ ଭାଙ୍ଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡିସେମ୍ବର ମାସରେ ଥଣ୍ଡା ସବୁ ରେକର୍ଡ ଭାଙ୍ଗି ଦେଇଛି । ଗତ ୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଡିସେମ୍ବର ମାସ ସବୁଠୁ ଅଧିକ ଥଣ୍ଡାର ମାସ ହୋଇଛି । ଶେଷ ଥର…