Browsing Tag

dengue

କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ : ଲଡୁଗାଁର ୨୦୦ରୁ ୪୪ ଜଣଙ୍କ ରକ୍ତ ନମୁନା ପଜିଟିଭ୍

କଳାହାଣ୍ଡି : ବ୍ୟାପୁଛି ଡେଙ୍ଗୁ । କୋକସରା ବ୍ଳକ ଲଡୁଗାଁର ଆଉ ୨୦ ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଭୂତାଣୁ ବାହାରିଛି । ଗତକାଲି ସୁଦ୍ଧା ୨୪ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ ୨୦୦ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୪୪ଟି ପଜିଟିଭ୍ ବାହାରିଛି…

କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ : ଲଡୁଗାଁର ଆଉ ୧୬ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌

କଳାହାଣ୍ଡି(କେନ୍ଯୁଜ୍) : ବ୍ୟାପୁଛି ଡେଙ୍ଗୁ ରୋଗ। ଲଡୁଗାଁର ଆଉ ୧୬ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍‌ ବାହାରିଛି । ଗତକାଲି ୬ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍‌ ଆସିଥିଲା । ବର୍ତ୍ତମାନ ସୁଦ୍ଧ ମୋଟ ୯୪ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୨୨ଟି ପଜିଟିଭ୍‌ ବାହାରିଛି । ଡେଙ୍ଗୁ…

ଆପଣଙ୍କ ଘରେ ହିଁ ରହିଛି ଡେଙ୍ଗୁ ମଶା ଭଗାଇବାର ସହଜ ଉପାୟ : ଥରେ ଟ୍ରାଏ କରି ଦେଖନ୍ତୁ

ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଡେଙ୍ଗୁ ଏବଂ ମ୍ୟାଲେରିଆ ମଶାଙ୍କ ଆତଙ୍କ ସମସ୍ତଙ୍କୁ ଚିନ୍ତିତ କରିଥାଏ । ସବୁଠାରୁ ବଡ କଥା ହେଉଛି ଏହି ସବୁ ମଶା ସଫା ପାଣିରେ ବଢିଥାନ୍ତି । ଯାହା ଫଳରେ ଘରର କୌଣସି ବି କୋଣରେ ଏହି ସବୁ ମଶା ଜନ୍ମ ହେବାର ସମ୍ଭାବନା ଥାଏ । ମଶା କେବଳ ରାତିରେ ଯେ ଆପଣଙ୍କ…

ରାୟଗଡାରେ ବଢୁଛି ଡେଙ୍ଗୁ ଆତଙ୍କ : ଜଣେ ଛାତ୍ର ମୃତ

ରାୟଗଡା: ବଢୁଛି ଡେଙ୍ଗୁ ରୋଗର ଆତଙ୍କ । ଡେଙ୍ଗୁରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସୁଲୁଭା ଗାଁର ଯୁକ୍ତ ୩ ଛାତ୍ର ଏମ୍‌.ରବି କୁମାର। ବିଶାଖାପାଟନମ୍‌ କେୟାର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ବିଶାଖାପାଟଣାରେ ଗୋଟେ ମାସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ଜୀବନ ନେଲାଣି…

କଟକ ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା

କଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା। ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ୨୧ଜଣ ରୋଗୀ। ଏମାନଙ୍କ ମଧ୍ୟରୁ ୪ଜଣ ଆଇସିୟୁରେ ଓ ୧୭ଜଣ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଗତ ଜାନୁୟାରୀ ମାସରୁ ଏବେ ସୁଦ୍ଧା ଏସସିବିରେ ୧୬ଶହ ୮୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୯୪ଟି ରିପୋର୍ଟ…

ପୁଣି ଡେଙ୍ଗୁ ଆତଙ୍କ : ଟୁଇନସିଟିରେ ବଢ଼ିବାରେ ଲାଗିଛି ରୋଗୀ ସଂଖ୍ୟା

ଭୁବନେଶ୍ବର : କଟକ ଏସସିବି ମେଡିକାଲରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏସସିବିରେ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଆଇସିୟୁରେ ୩ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତକାଲି ୩୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।…