Below header
Browsing Tag

dense fog

କୁହୁଡିର ଚାଦର ତଳେ ଟ୍ୱିନ୍ ସିଟି, ଗାଡିମୋଟର ଚଳାଚଳରେ ବାଧାପ୍ରାପ୍ତ

କଟକ/ ଭୁବନେଶ୍ୱର (କେନ୍ୟୁଜ): କୁହୁଡିର ଚାଦର ତଳେ ରାଜଧାନୀ । ଆଜି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏଥିପାଇଁ ରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଯାଏଁ ରାସ୍ତା ଦେଖାଯାଉ…

ଆଗାମୀ ଦୁଇ ଦିନ ଲାଗି ରହିବ ଘନ କୁହୁଡ଼ି, ଯାତାୟାତ ବେଳେ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ଦୁଇ ଦିନ ଘନ କୁହୁଡ଼ି ଲାଗି ରହିବ । ଏହି ସମୟରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଯାତାୟାତ ବେଳେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଜାତୀୟ ରାଜପଥ ଗୁଡିକରେ ପରିବହନରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଏଥିପ୍ରତି ଧ୍ୟାନ…

କୁହୁଡ଼ି ଚାଦର ତଳେ ଓଡ଼ିଶା, ଆଜି ପାଇଁ ୨୩ ଜିଲ୍ଲାକୁ ଘନ କୁହୁଡ଼ି ଚେତାବନୀ

ଭୁବନେଶ୍ୱର (କେନ୍ୟୁଜ) : ଅଦିନିଆ ବର୍ଷା ଛାଡିବା ପରେ ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୁହୁଡ଼ିର ପ୍ରଭାବ ରହିବ । ଘନ କୁହୁଡ଼ି ପାଇଁ ଆଜି ୨୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।…

ରାଜ୍ୟରେ ନାହିଁ ଶୀତ, ଆହୁରି ୩ ଦିନ କଲବଲ କରିବ ଘନ କୁହୁଡ଼ି

ଭୁବନେଶ୍ୱର (କେନ୍ୟୁଜ): ଆଉ ୩ ଦିନ ଘନ କୁହୁଡ଼ି । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି। ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ରାଜ୍ୟର ବିଭିନ୍ନ…