ସାମ୍ନାକୁ ଆସିଲା ଫିଲ୍ମ ‘କଲ୍କୀ 2898 AD’ର ଦ୍ୱିତୀୟ ଟ୍ରେଲର, ଦମଦାର ଲୁକ୍ରେ ନଜର ଆସିଲେ ପ୍ରଭାସ
ଫିଲ୍ମ ‘କଲ୍କୀ 2898 AD’ର ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ନେଇ ଉତ୍ସାହ ବହୁତ ବଢିଯାଇଛି । ତେବେ ନିର୍ମାତାମାନେ ଫିଲ୍ମକୁ ନେଇ କିଛି ନା କିଛି ପୋଷ୍ଟ ସେୟାର କରିବାକୁ ଲାଗିଛନ୍ତି । ଯେପରି ଟିଜର, ପୋଷ୍ଟର କିମ୍ବା ଟ୍ରେଲର ହେଉ, ନିର୍ମାତାମାନେ ଫିଲ୍ମକୁ ହାଇପିଂ…