Below header
Browsing Tag

DGP sunil bansal

ଆଜି ପୋଲିସ୍ ଡିଜି ସୁନୀଲ କୁମାର ବଂସଲଙ୍କ ଦିନିକିଆ ମାଲକାନଗିରି ଗସ୍ତ

ମାଲକାନଗିରି(କେନ୍ଯୁଜ୍): ଆଜି ପୋଲିସ ଡିଜି ସୁନୀଲ କୁମାର ବଂସଲଙ୍କ ଦିନିକିଆ ମାଲକାନଗିରି ଗସ୍ତ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରିରେ ନୂଆ କରି ପ୍ରତିଷ୍ଠା ହୋଇରହିବା କ୍ୟାମ୍ପରେ ସକାଳ ୧୦ଟା ୪୦ ମିନିଟରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଓ ଦମନ ନେଇ ବିଏସଏଫ ଏବଂ…

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। କୋରାପୁଟ BSF ସେକ୍‌ଟର ପଡିଆରେ ଅବତରଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ନିର୍ବାଚନ ସୁପରିଚାଳନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିବେ। ଏହା ସହ ମାଓ ଗତିବିଧିର ମଧ୍ୟ ସମୀକ୍ଷା…

ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ DGP ସୁନୀଲ ବଂଶଲ, ନୂଆ ମାଓ ରଣନୀତି ନେଇ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ

ମାଲକାନଗିରି(କେନ୍ଯୁଜ୍): ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ DGP । ଦାୟିତ୍ୱ ଗ୍ରହଣ କରିବା ପରେ DGP ସୁନୀଲ ବଂଶଲଙ୍କ ପ୍ରଥମ ସ୍ୱାଭିମାନ ଅଞ୍ଚଳ ଗସ୍ତ । ଦିନ ୧୧ଟା ବେଳେ ହନ୍ତାଳଗୁଡା BSF କ୍ୟାମ୍ପରେ ପହଞ୍ଚିବା ପରେ ମାଲକାନଗିରି ଗସ୍ତ କରିବେ । ଦୀର୍ଘବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ…

ଦାୟିତ୍ୱ ନେଲେ ଓଡ଼ିଶାର ନୂଆ ପୋଲିସ ଡିଜିି ସୁନୀଲ କୁମାର ବଂଶଲ: ପଦରେ ରହିବେ ଦୁଇବର୍ଷ

କଟକ(କେନ୍ୟୁଜ୍):  ଦାୟିତ୍ୱ ନେଲେ ଓଡ଼ିଶାର ନୂଆ ପୋଲିସ ଡିଜିି ସୁନୀଲ କୁମାର ବଂଶଲ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କଠାରୁ ସେ ବିଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହି ପଦରେ ସେ ଦୁଇ ବର୍ଷ ରହିବେ । ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ ।…

DGP ସୁନୀଲ ବଂଶଲଙ୍କ ପାଇଁ ପଥ ପରିସ୍କାର, ଓଡ଼ିଶା ଫେରିବାକୁ ମିଳିଲା କେନ୍ଦ୍ରର ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): DGP ସୁନୀଲ ବଂଶଲଙ୍କ ପାଇଁ ପଥ ପରିସ୍କାର । ନବ ନିଯୁକ୍ତ ଓଡ଼ିଶା DGP ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ କେନ୍ଦ୍ରର ଅନୁମତି । ସୁନୀଲ ବଂଶଲ ଏବେ IBରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ଓଡ଼ିଶା ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେବା ପରେ…