Below header

DGP ସୁନୀଲ ବଂଶଲଙ୍କ ପାଇଁ ପଥ ପରିସ୍କାର, ଓଡ଼ିଶା ଫେରିବାକୁ ମିଳିଲା କେନ୍ଦ୍ରର ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): DGP ସୁନୀଲ ବଂଶଲଙ୍କ ପାଇଁ ପଥ ପରିସ୍କାର । ନବ ନିଯୁକ୍ତ ଓଡ଼ିଶା DGP ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ କେନ୍ଦ୍ରର ଅନୁମତି । ସୁନୀଲ ବଂଶଲ ଏବେ IBରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।

ଓଡ଼ିଶା ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେବା ପରେ ସୁନୀଲ ବଂଶଲ ଡିଜିପି ଦାୟିତ୍ୱ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.