Browsing Tag

Dhalsamanta Brothers

ବହୁ ଚର୍ଚ୍ଚିତ ଦିପୁ-ଓମ ହତ୍ୟାକାଣ୍ଡ ଘଟଣା: ଡି-ବଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଡି-ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ। ବହୁ ଚର୍ଚ୍ଚିତ ଦିପୁ-ଓମ ହତ୍ୟାକାଣ୍ଡ ଘଟଣାରେ ଡି-ବଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁ ଗିରଫ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରଦୀପକୁ ରାୟଗଡ଼ାରୁ ଗିରଫ କରିଛି…