Browsing Tag

dhauli

ପିକନିକ ବୁଲିବାକୁ ଯାଇଥିଲେ, ଗ୍ରୀଲ କାଟି ଲୁଟି ନେଲେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା

ଧଉଳି: ଘରର ଏଣେତେଣେ ପଡ଼ିଛି ଆସବାବ ପତ୍ର । ଝରକା ଗ୍ରୀଲ ତଡ଼ା ଯାଇଛି । ପୂରା ଘରେ ଛିନ୍ ବିନ୍ ହୋଇ ପଡ଼ିଛି କପଡ଼ା । ସୁନା ଖୋଳ ଥୁଆ ହୋଇଛି ହେଲେ ସେଥିରେ ସୁନା ନାହିଁ । ଏ ଚିତ୍ର ବୟାନ କରୁଛି ଘର ଭିତରୁ ଲୁଟ୍ ହୋଇଛି । ମାଲିକ ପିକନିକ ବୁଲିବାକୁ ଯାଇଥିବା ବେଳେ ଘରୁ ନେଇଗଲେ ସର୍ବସ୍ବ।…

ବୌଦ୍ଧ ସନ୍ୟାସୀଙ୍କ ମନ୍ତ୍ର ଉଚ୍ଚାରଣରେ ଝଙ୍କୃତ ହେଲା ଧଉଳି ଶାନ୍ତିସ୍ତୁପ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ନୂଆ ରୂପରେ ସଜେଇ ହୋଇଥିଲା ଶାନ୍ତିସ୍ତୁପ। ବୌଦ୍ଧ ସନ୍ୟାସୀଙ୍କ ମନ୍ତ୍ର ଉଚ୍ଚାରଣରେ ଝଙ୍କୃତ ହେଉଥିଲା ପରିବେଶ। ବର୍ଣ୍ଣାଢ୍ୟ ଉତ୍ସବରେ ପାଳିତ ହୋଇଛି ଭୁବନେଶ୍ୱର ଉପକଣ୍ଠ ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ। ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି…

ଆଜି ଧଉଳି ଶାନ୍ତିସ୍ତୂପର ୫୦ ବର୍ଷ ପୂର୍ତ୍ତି ପାଳନ: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଦିନ ଗୋଟାଏ ଯାଏ ସର୍ବସାଧାରଣ…

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଧଉଳି ଶାନ୍ତିସ୍ତପୁର ସୁବର୍ଣ୍ଣ ଜୟନ୍ତୀ ସମାରୋହ । ୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ଦେଶ ବିଦେଶରୁ ଆସିଛନ୍ତି ବୌଦ୍ଧ ଭିକ୍ଷୁକ ଓ ପ୍ରଚାରକ । ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବର୍ଣ୍ଣ ଜୟନ୍ତୀ…

ଭୁବନେଶ୍ୱର ଧଉଳି ଶାନ୍ତିସ୍ତୁପର ହେବ ସୁବର୍ଣ୍ଣ ଜୟନ୍ତୀ ପାଳନ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ସମୀକ୍ଷା। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିସ୍ତୁପର ସଂପୂର୍ଣ୍ଣ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା…

ଘର ଭିତରେ ମହାଭାରତ, ଧଉଳି ନିକଟ ଟିକରପଡ଼ା ଗାଁରେ ହଣାକଟା

ଭୁବନେଶ୍ୱର : ଭୁଚନେଶ୍ୱର ଧଉଳି ଥାନା ଅଧୀନରେ ଥିବା ଟିକରପଡ଼ା ଗାଁରେ ହଣାକଟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଘର ଭିତରେ ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ ଉଭୟ ପକ୍ଷରୁ ବେଶ୍‌ କିଛି ଲୋକ ଆହତ ହୋଇଛନ୍ତି । ଶେଷ ଖବର ଅନୁଯାୟୀ ଘଟଣାରେ ପୋଲିସ୍‌ ଜଣକୁ ଗିରଫ କରିଛି । ତେବେ ଦୁଇ…

ଭୁବନେଶ୍ୱର: ଧଉଳିରେ ଆଇନଜୀବୀ ଦୀପାଳି ଜେନାଙ୍କ ସନ୍ଦେଜନକ ମୃତ୍ୟୁ ଘଟଣା, ବୟଫ୍ରେଣ୍ଡକୁ ଖୋଜୁଛି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଧଉଳି ଥାନା ସାମନ୍ତାରାପୁରରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ସନ୍ଦେଜନକ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ରକୁ ଖୋଜୁଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ପୂର୍ବରୁ ୭ ଘଣ୍ଟା ଧରି ଦୀପାଳିଙ୍କ ସହ ଥିଲେ…

ଫନିରେ ଭାଙ୍ଗି ଯାଇଛିି ଶାନ୍ତିସ୍ତୁପ ଧଉଳିର ଅଣ୍ଟା, ଉଜୁଡି ଯାଇଛି ବର୍ଷ ବର୍ଷର ପୁରୁଣା ଗଛ

ଫନିର ପ୍ରଭାବରେ ସୌନ୍ଦର୍ଯ୍ୟ ହରାଇଛି ଶାନ୍ତି ସ୍ତୁପ । ନବବଧୂ ପରି ସଜେଇ ହୋଇ ପଯ୍ୟର୍ଟକଙ୍କୁ ଆକର୍ଷିତ କରୁଥିବା ଧଉଳି ଫନିରେ ଉଜୁଡି ଯାଇଛି । ଫନି ଯିବାର ବିତିଯାଇଛି ୮ଦିନ । ଏବେ ସଜାଡିବାର ବେଳ । ଅଗ୍ନିଶମ ବିଭାଗ ପକ୍ଷରୁ ବଡବଡ ଗଛ ଗୁଡିକୁ କଟା ଯାଉଛି । ରାସ୍ତା ଉପରେ ପଡି ରହିଥିବା ଗଛ…