ଧୋନି ରାଗିବାରୁ ନିଜ ନିଷ୍ପତ୍ତି ବଦଳାଇଲେ ଅମ୍ପାୟାର, ଏବେ ଚେନ୍ନାଇ ସୁପରକିଙ୍ଗସ୍କୁ ବ୍ୟାନ୍ କରିବା ଜୋର୍ ଧରିଛି…
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ପୂର୍ବବର୍ଷ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ୍ର କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାରଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ଚର୍ଚ୍ଚା…