ଡାଇବେଟିକ୍ ରେଟିନୋପାଥି କ’ଣ ? ଜାଣନ୍ତୁ କିପରି କରିବେ ଚିକିତ୍ସା
ଡାଇବେଟିସ୍ ହେଉଛି ଏକ ଏପରି ରୋଗ ଯାହା ଦେଶର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହି ରୋଗକୁ କେବଳ ଭଲ ଲାଇଫ୍ ଷ୍ଟାଇଲ ଏବଂ ହେଲଦି ଖାଦ୍ୟ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରିବ । ଯଦି ବ୍ଲଡ ସୁଗର ଲେବଲ ଅଧିକ ବଢିଥାଏ, ତେବେ ଶରୀର ଅନେକ ରୋଗର ଘର ହୋଇଯାଏ । ଡାଇବେଟିସ୍ ହେବା ଦ୍ୱାରା…