Browsing Tag

different man

ବୟସର ସାୟାହ୍ନରେ ନିଆରା ସେବା, ସାଇକେଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ମାଗଣାରେ କରୁଛନ୍ତି ଆବର୍ଜନା ସଫେଇ ସେବା

କେନ୍ୟୁଜ୍(ବ୍ୟୁରୋ):ପାଦରେ ନାହିଁ ଚପଲ । ଦେହରେ ଆଣ୍ଠୁ ଲୁଚୁ ନଥିବା ଧୋତି ସହ ଖଣ୍ଡେ ଚିରା ସର୍ଟ । ଜାକି ହୋଇ ଗଲାଣି ଶରୀରର ଚମଡା । ସଳଖି ଛିଡା ହେବାକୁ ଅଣ୍ଟାରେ ଜୁ ନାହିଁ । ତଥାପି ମନରେ ରହିଛି ଅଦମ୍ୟ ସାହସ । ଦୃଢ ଇଛା ଶକ୍ତି ଆଗରେ ହାର୍‌ ମାନିଛି ବାର୍ଦ୍ଧକ୍ୟ । ଭଙ୍ଗା ସାଇକେଲ୍‌କୁ…