ରିଲିଜ୍ ହେଲା ‘ଦିଲ ବେଚାରା’ର ଟାଇଟଲ ଗୀତ, ମାଇକେଲ ଜ୍ୟାକସନ୍ଙ୍କ ଭଳି ଅବିକଳ ଡ୍ୟାନ୍ସ କରୁଥିବା ନଜର ଆସିଲେ…
ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ଦିଲ ବେଚାରାର ଟାଇଟଲ୍ ଗୀତ ‘ଦିଲ ବେଚାରା’ ଆଜି ରିଲିଜ ହୋଇଛି। ଏହି ଗୀତରେ ସୁଶାନ୍ତ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏହି ଗୀତରେ ସେ ମାଇକେଲ ଜ୍ୟାକସନ୍ଙ୍କ ଭଳି…