Browsing Tag

disasters

ବନ୍ୟାରେ ଭାସିଆସିଥିବା ଝିଅକୁ କୋଳେଇନେଲେ ରାଜ୍ୟ ସରକାର,ଝିଅକୁ ଦେଲେ ‘ରାଜ୍ୟର ସନ୍ତାନ’ ଟ୍ୟାଗ୍

ସରକାରଙ୍କ ଝିଅ ହେଲେ ନୀତିକା । ବନ୍ୟାରେ ଭାସିଆସିଥିବା ଶିଶୁକୁ ଝିଅ କଲେ ରାଜ୍ୟ ସରକାର । କହିଲେ ଏ ଝିଅ ଏବେଠୁ ରାଜ୍ୟର ଝିଅ । ହିମାଚଳ ସରକାର ଝିଅକୁ ଦେଲେ 'ରାଜ୍ୟର ସନ୍ତାନ' ଟ୍ୟାଗ୍ । ଦର୍ଶକବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣଙ୍କ ଆଖିରେ ଲୁହ ଭରିଯିବ । ଆକସ୍ମିକ ବନ୍ୟାରେ ପରିବାରକୁ…

ହେ ପ୍ରଭୁ ! ମୋର ଭୁଲ କଣ ଥିଲା ? ମୋତେ ତୁମେ କଣ ପାଇଁ ଅନାଥ କରିଦେଲ ?

ହେ ପ୍ରଭୁ, ମୋର ଭୁଲ କଣ ଥିଲା ? ମୋତେ ତୁମେ କଣ ପାଇଁ ଅନାଥ କରିଦେଲ ? ତୁମର ଦର୍ଶନ କରିବାକୁ ଆସିଥିଲି, କିଛି ମାଗିବା ଆଗରୁ ମୋ ଠୁ ସବୁ ଛଡେଇ ନେଲ । ଏତେ ବେଦରଦି କେମିତି ହେଲ ପ୍ରଭୁ ? ଏମିତି କିଛି କହି, ଠାକୁରଙ୍କ ପାଖେ ଅଭିଯୋଗ କରୁଥିଲା ଜଣେ କୁନି ପିଲା । ଆଉ ତାର କଇଁ କଇଁ ହୋଇ…

ଭାରତର ତାମିଲନାଡୁରେ ମିଳିଲା ‘ପ୍ରଳୟଙ୍କାରୀ ମାଛ’, ଆସିବ କି ବଡ଼ ପ୍ରଳୟ!

ଭାରତର ତାମିଲନାଡୁରେ ମିଳିଲା ବିରଳ ମାଛ । ଯାହାକୁ ଦେଖିବା ପରେ ଭୟରେ ଥରହର ଲୋକେ । ତେବେ ଆପଣମାନେ ନିଶ୍ଚୟ ଭାବୁଥିବେ ମାଛକୁ ଦେଖି ଲୋକେ ଭୟ କାହିଁକି କରୁଛନ୍ତି । ମାଛ ତ ଏକ ସାଧାରଣ ଜୀବ ଯାହା ମଣିଷର କୌଣସି କ୍ଷତି ମଧ୍ୟ କରିନଥାଏ । କିନ୍ତୁ ଆଜି ଆମେ କୌଣସି ସାଧାରଣ ମାଛ ବିଷୟରେ କହୁନୁ…

ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହିତ, ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ  ଭାବେ…

ଭୁବନେଶ୍ୱର :  ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ (State Specific Disaster) ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ…

କାଳ ହେଲା କାଳବୈଶାଖୀ, ଘର ତଳେ ଚାପି ହୋଇ ଚାଲିଗଲା ଚୈତନ୍ୟଙ୍କ ଜୀବନ

କାଳବୈଶାଖୀର ତାଣ୍ଡବ ଦେଖି ଜୀବନ ବିକଳରେ ଏଇ ଚାଳ ଘରେ ଆଶ୍ରା ନେଇଥିଲେ ଚୈତନ୍ୟ । କିନ୍ତୁ ଜୀବନ ରକ୍ଷା ପାଇଁ ଯେଉଁ ଘରେ ଆଶ୍ରା ନେଇଥିଲେ ସେଇ ଘର ହିଁ ତାଙ୍କ ମୃତ୍ୟୁର କାରଣ ସାଜିଲା । କାଳ ହେଲା କାଳବୈଶାଖୀ । କାମ ସାରି ଘରକୁ ଫେରୁଥିବା ବେଳେ ବର୍ଷା ପବନ ହେବାରୁ ରାସ୍ତା ପାର୍ଶ୍ବରେ…

ସଚିବାଳୟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ କହିଲେ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ।  ଭୁବନେଶ୍ବର ରାଜୀବ ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି ।  ବୈଠକରେ ଏସଆରସି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ। ବାତ୍ୟାର କିପରି ସଫଳ ମୁକାବିଲା ସହ ଜିରୋ କାଜୁଆଲିଟି ଉପରେ ବୈଠକରେ ଆଲୋଚନା ହୋଇଛି ।  ସେପଟେ…

ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ, ଏଥିପାଇଁ କରାଗଲା ଭୂମି ପୂଜନ

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ । ଏଥିପାଇଁ ଭୂମି ପୂଜନ କରାଯାଇଛି । ସଦର ବ୍ଳକ୍‌ ଗୋପାଳପୁର ବଡ ଭୋଇ ସାହିରେ ଭୂମିପୂଜନ ହୋଇଛି । ପୁରୀ ଜିଲ୍ଲାପାଳ, L &T ମୁଖ୍ୟ କାର୍ଯ୍ୟ ନିର୍ବାହୀ, ବଡ ଭୋଇ ସାହି ଗାଁକୁ…

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, କହିଲେ ବିଶ୍ୱରେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏକ…

ଭୁବନେଶ୍ବର(କେନ୍ୟୁଜ୍): ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ ଓଡିଶା ଏକ ମାଇଲଖୁଣ୍ଟ । ବିଶ୍ୱରେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏକ ଉଦାହରଣ । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ଉଦ୍‌ବୋଧନ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୃଢ଼ ସଙ୍କଳ୍ପ ଓ ଏକତା ପାଇଁ…