Browsing Tag

diwali celebrate

ଘଟଗାଁରେ କୁଡୁମୀ ସଂପ୍ରଦାୟର ଦୀପାବଳି ଉତ୍ସବ, ୩ ଦିନ ଧରି ବେଶ ଧୁମଧାମରେ ହୋଇଥାଏ ପାଳନ

ଘଟଗାଁ: ଆଲୋକର ପର୍ବ ଦିପାବଳୀ ପାଇଁ ସାରା ଦେଶରେ ଉତ୍ସବର ମାହୋଲ । କୁଡୁମି ସଂପ୍ରଦାୟର ଲୋକେ ଏହି ପର୍ବକୁ ୩ ଦିନ ଧରି ବେଶ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ ଘଟଗାଁ ବ୍ଲକ କେନ୍ଦୁଆପଡା ଗାଁରେ ୩ ଦିନ ଲାଗି ରହିଥାଏ ଉତ୍ସବର ମାହୋଲ। ପର୍ବ ପାଳନ ପାଇଁ ଗ୍ରାମବାସୀ ନୂଆମାଟିରେ ଘରକୁ…

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ, ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

ପୁରୀ : ଆସନ୍ତାକାଲି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ  । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ…

ତୁଟିଲା ଦ୍ୱନ୍ଦ୍ୱ : ୨୦ରେ ପାଳନ ହେବ ଦୀପାବଳି ଓ ପୟାଶ୍ରାଦ୍ଧ

ପୁରୀ : ୨୦ରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ ।  ଦୀପାବଳିରେ ହିଁ ହେବ ପୟାଶ୍ରାଦ୍ଧ ।  ୨୧ତାରିଖରେ ଦୀପାବଳି ଓ ପୟା ଶ୍ରାଦ୍ଧକୁ ବାରଣ କରିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ।  ପୁରୀ ଭକ୍ତ ସାଲବେଗ ପୀଠରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୦ ଓ…

ଦୁର୍ଗାପୂଜା ପରେ ପାଞ୍ଜିରେ ଦୀପାବଳି ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି ପାଳନ

ପୁରୀ : ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି । ଏହି ଦିନ ପୟାଶ୍ରାଦ୍ଧ ବି ପଡୁଛି । ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ପଡୁଛି ବୋଲି ଉଲ୍ଲେଖ ହେବା ଲୋକଙ୍କୁ ବିଭ୍ରାନ୍ତିରେ ପକାଉଛି । ଏଣୁ ଶ୍ରୀମନ୍ଦିରରେ ଯେଉଁ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ ହେଉଛି,…

ଶ୍ରୀରାମଙ୍କ ଜନ୍ମ ପୂର୍ବରୁ ପାଳନ ହେଉଥିଲା ଦୀପାବଳି, କେହି ଜାଣନ୍ତି ନାହିଁ ଏହା ପଛର ରହସ୍ୟ

ଦୀପାବଳି ପର୍ବ ବା ଦୀପର ଉତ୍ସବ ଲୋକଙ୍କ ପାଇଁ ଖୁସିର ଦିନ ହୋଇଥାଏ । ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ। କିନ୍ତୁ ଦୀପାବଳିକୁ ନେଇ ଏମିତି କିଛି ରହସ୍ୟ ରହିଛି ଯାହାକୁ ପ୍ରାୟ ଆପଣ ଜାଣିନଥିବେ। ଅଧିକାଂଶ ଲୋକଙ୍କୁ ଏହା ଜଣାଥିବ ଯେ ଦୀପାବଳିର…

ରାଜ୍ଯରେ ଧୁମଧାମରେ ପାଳନ ହେଉଛି ଦୀପାବଳି ଏବଂ କାଳୀ ପୂଜା

ଭୁବନେଶ୍ବର (କେନ୍ଯୁଜ୍) : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ଚାରିଆଡ଼େ ରଙ୍ଗିନ ଆଲୋକ ଓ ଆତସବାଜିର ଧମାକା । କେହି କେହି ନିଆରା ଢ଼ଙ୍ଗରେ ପାଳିଛନ୍ତି ଆଲୋକର ପର୍ବ । ଘରେ ଘରେ…