ଜାମୁକୋଳି ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ, ହୋଇପାରେ ପେଟ ଖରାପ
ଖରାଦିନେ ପ୍ରଚୁର ମାତ୍ରାରେ ଜାମୁକୋଳି ମିଳେ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ। ଆୟୁର୍ବେଦିକରେ ଜାମୁକୋଳିକୁ ବହୁ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ଜାମୁକୋଳିରେ ଭିଟାମିନ୍ ସି, ବି୬, ଫାଇବର,…