Below header
Browsing Tag

DOLA PURNIMA

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା, ରୀତିନୀତି ଅନୁଶାରେ ଚାଲିଛି ପୂଜାର୍ଚ୍ଚନା

ଯାଜପୁର ଟାଉନ(କେନ୍ୟୁଜ୍):  ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ ।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ କୁ ଆସିବା ପରେ ସ୍ୱତନ୍ତ୍ର ରୀତିନୀତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ମା ବିରଜାଙ୍କ ନିକଟରେ ସେବକ ଜ୍ୟୋତ୍ୟିଷଙ୍କ…

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି, ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ

ପୁରୀ: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି। ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ। ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ-ଶ୍ରୀଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ଆସି ଦୋଳବେଦୀରେ ପହଞ୍ଚିବେ। ସେଠାରେ ଫଗୁ ଖେଳିବେ। ଏହି…

ଆଜି ଦୋଳ ପୂର୍ଣ୍ଣିମା, ରାଜ୍ୟର କିଛି ଅଞ୍ଚଳରେ ଆଜି ପାଳନ ହେଉଛି ହୋଲି

ଚୌଦ୍ୱାର (କେ ନ୍ୟୁଜ୍‌) : ଆଜି ଦୋଳ ପୂର୍ଣ୍ଣିମା । ବିରଜା କ୍ଷେତ୍ର ଯାଜପୁର ଭଳି ରାଜ୍ୟର କିଛି ଜିଲ୍ଲାରେ ଆଜି ହୋଲି ପାଳନ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ଦୋଳଗୋବିନ୍ଦ ପ୍ରଭୁ ଭୋଗ ଖାଇବା ସହ ଚାଲିଛି ଦୋଳ ମେଳଣ । କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟରେ ୪୪ ମଣ୍ଡଳ ରାଜଦୋଳ ମେଳଣ…