Browsing Tag

donate blood

କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ମହାନତା, ୭ବର୍ଷର କୁନିଝିଅକୁ ରକ୍ତଦାନ କରି ବଞ୍ଚାଇଲେ ଜୀବନ

କନ୍ଧମାଳ : ରକ୍ତଦାନ କରି ୭ବର୍ଷର କୁନିଝିଅର ଜୀବନ ରକ୍ଷା କଲେ କନ୍ଧମାଳ ଏସ୍‌ପି। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଶିକରମାହା ଗାଁର ରାଲୁ ଦିଗାଲଙ୍କ ଝିଅ ଅପିନ ସିକିଲସେଲରେ ପୀଡ଼ିତ ଥାଇ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର…