ଏବେ ପାଠପଢ଼ା ବି ଡୋରଷ୍ଟେପ ଡେଲିଭରି, ମୋଟର ସାଇକେଲ ସାହାଯ୍ୟରେ ଘରେ ଘରେ ବୁଲି ପହଞ୍ଚାଉଛନ୍ତି ଶିକ୍ଷା
ଘରେ ପହଞ୍ଚାଉଛନ୍ତି ଶିକ୍ଷା ବା ଆପଣ ଏମିତି ବି କହିପାରିବେ ଯେ ଡୋରଷ୍ଟେପ ଡେଲିଭରି । ମଟର ସାଇକେଲ ସାହାଯ୍ୟରେ ପାଠପଢା ଯୋଗାଉଛନ୍ତି ଶିକ୍ଷକ । ଆଜ୍ଞା ହଁ ଛତିଶଗଡ଼ କୋରିଆର ଜଣେ ଶିକ୍ଷକ ପାଠପଢେଇବା ପାଇଁ ଏକ ଭିନ୍ନ ତରିକା ଆପଣେଇଛନ୍ତି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ରୁଦ୍ର…