ଡିଜିଟାଲ୍ ରାସନ୍ କାର୍ଡ କିପରି କରିବେ ଡାଉନଲୋଡ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ
ରାସନ କାର୍ଡ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ସରକାରୀ ରାସନ ପାଇବା ପାଇଁ ଏବଂ ଏକ ପରିଚୟ ପତ୍ର ଭାବରେ ବ୍ୟବହୃତ ହୁଏ । ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅଧୀନରେ ଜନସାଧାରଣ ଏହାର ସିଧାସଳଖ ଲାଭ ପାଇବା ଲକ୍ଷ୍ୟରେ ସରକାର ସମସ୍ତ ପ୍ରକାରର ଡାଟା ଅନଲାଇନରେ ଉପଲବ୍ଧ କରାଇବା…