Browsing Tag

DRDA to abolish

୨୦୨୨ ଏପ୍ରିଲ ୧ ରୁ ଉଚ୍ଛେଦ ହେବ DRDA ବ୍ୟବସ୍ଥା, ଚିଠି ଲେଖିଲା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଉଚ୍ଛେଦ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ ) ବ୍ୟବସ୍ଥା। ଜିଲ୍ଲା ପରିଷଦରେ ହେବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିଶ୍ରଣ। ଡିଆରଡିଏର ପ୍ରଶାସନିକ ବ୍ୟବସ୍ଥା ଉଚ୍ଛେଦ ହେବ। ୨୦୨୨ ଏପ୍ରିଲ ୧ତାରିଖରୁ ଉଚ୍ଛେଦ ହେବ। ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ…