ଦଉଡ଼ିରେ ନଈ ପାର ହେଉଛନ୍ତି ଲୋକେ, କେବେ ଦୁର୍ଦ୍ଦଶାରୁ ପାଇବେ ମୁକ୍ତି ?
ବଂଶପାଳ: ନଦୀରେ ନାହିଁ ପୋଲ । ବର୍ଷର ଅଧା ମାସ ଜଳବନ୍ଦୀ ହୋଇ ଜୀବନ ବିତାଉ ଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏ ନଦୀକୁ ପାର କରନ୍ତି ଲୋକେ । ଏପରିକି ଛାତ୍ରଛାତ୍ରୀମାନେ ଭରା ନଈରେ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ଯାତାୟାତ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳ ମାଳ…