Browsing Tag

DroidLock app

ଏବେ ଏହି ଆପ୍‌ ସାହାଯ୍ୟରେ ଆପଣଙ୍କ ଫୋନ୍‌ ରହିବ ସୁରକ୍ଷିତ, ପ୍ରତି ଥର ବଦଳିଥାଏ ପାସଓ୍ଵାର୍ଡ

ବର୍ତ୍ତମାନ ଫୋନର ସେପ୍ଟି ଖୁବ୍‌ ଜରୁରୀ। ନିଜ ଫୋନକୁ ସିକ୍ୟୋର କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ଆପ୍‌ ଡାଉନଲୋଡ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଫୋନ ସେପ୍ଟି ପାଇଁ ଏଭଳି ଏକ ଆପ୍‌ ରହିଛି, ଯେଉଁଥିରେ ଆପଣ ପ୍ରତ୍ୟେକ ଥର ନୂଆ ପାସଓ୍ଵାର୍ଡ ଦେଇପାରିବେ।…