Browsing Tag

drone attack

କୁଏତ ଉପରେ ଇରାନର ମିସାଇଲ ଓ ଡ୍ରୋନ୍ ମାଡ, ଆକ୍ରମଣ ପରେ ସାରା ଦେଶରେ ବାଜି ଉଠିଥିଲା ସାଇରନ

ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଉତ୍ତେଜନା । ଆଜି ଭୋରରୁ କୁଏତବାସୀ ଆଖି ଖୋଲିବା ପୂର୍ବରୁ ପୁଣି ବଡ଼ ବିପଦର ସାମ୍ନା କରିଛନ୍ତି । କୁଏତ ଆକାଶରେ ଇରାନର ଶକ୍ତିଶାଳୀ ମିସାଇଲ୍ ଏବଂ ଡ୍ରୋନ୍ ବାହିନୀ ପୁଣି ଥରେ ଆକ୍ରମଣ କରିଛି । ଏହା ପରେ ଦେଶରେ ସାଇରନ୍ ବାଜି ଉଠିଥିଲା ଓ…

ଭାଣିଜୀ ବାହାଘର ପାଇଁ କୁଏତରୁ ଭାରତ ଫେରୁଥିଲା ମାମୁଁ, ଡ୍ରୋନ ଆକ୍ରମଣରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ମଧ୍ୟପ୍ରଦେଶର ଉଜ୍ଜୟନୀର ବାସିନ୍ଦା ୫୦ ବର୍ଷ ବୟସ୍କ ମଞ୍ଜୁର ଅହମ୍ମଦଙ୍କ ମୃତ୍ୟୁ ହୋଇଛି । ମଞ୍ଜୁର ତାଙ୍କ ଭାଣିଜୀଙ୍କ ବାହାଘର ପାଇଁ ଭାରତ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ପ୍ରାୟ ୩୦…

ୟୁକ୍ରେନର ଡ୍ରୋନ ଆଟାକରେ ଓଡ଼ିଆ ଯୁବକ ମୃତ, ମୃତଦେହ ଆଣିବାକୁ ପରିବାରଙ୍କ ଅନୁରୋଧ

ନୂଆଦିଲ୍ଲୀ: ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ ରମାୟା । ତେବେ କାଲି ୟୁକ୍ରେନର ଭୟଙ୍କର ଡ୍ରୋନ ଆଟାକରେ…

ୟୁଏଇର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ, କେହି ମୃତାହତ ହୋଇନଥିବା ସ୍ପଷ୍ଟ

ୟୁଏଇ : ୟୁଏଇର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ୟୁଏଇର ପ୍ରସିଦ୍ଧ ବାରାକା ଆଣବିକ ଶକ୍ତି କେନ୍ଦ୍ର ଉପରେ ରବିବାର ଏକ ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟ ପରିସର ବାହାରେ ଥିବା ଏକ ବାହ୍ୟ ବୈଦ୍ୟୁତିକ ଜେନେରେଟରରେ ନିଆଁ…

କୁଏତ ଉପରେ ଇରାନର ଡ୍ରୋନ ଆକ୍ରମଣ, ତେଲ ଟାଙ୍କିରେ ଲାଗିଲା ଭୟଙ୍କର ନିଆଁ

ନୂଆଦିଲ୍ଲୀ: ଥମିନି ମଧ୍ୟପ୍ରାଚ୍ୟ ଯୁଦ୍ଧ । ପଡେୋଶୀ ଦେଶ ମାନଙ୍କ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇରାନ । ଆଜି କୁଏତ ଉପରେ ଜୋରଦାର ଆକ୍ରମଣ କରିଛି ଇରାନ । କୁଏତ ଆନ୍ତର୍ଜାତୀୟ ବିମାନବନ୍ଦରର ଏକ ତେଲ ଟ୍ୟାଙ୍କିକୁ ଡ୍ରୋନ ଆଟାକ କରିଛି ଇରାନ । ଆକ୍ରମଣ ପରେ ତେଲ ଟାଙ୍କିରେ ଭୟଙ୍କର ନିଆଁ…

ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଡ୍ରୋନ୍ ଆଟାକ୍, ସମସ୍ତ ଉଡ଼ାଣ ରଦ୍ଦ

ଦୁବାଇ : ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସୋମବାର ସକାଳୁ ସକାଳୁ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣରେ ଏୟାରପୋର୍ଟ ନିକଟରେ ଥିବା ଏକ ଇନ୍ଧନ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ…

ପାକିସ୍ତାନକୁ କଡ଼ା ଜବାବ ଦେଲା ତାଲିବାନ, ଇସଲାମାବାଦ ଏୟାରପୋର୍ଟରେ ଡ୍ରୋନ୍ ଆଟାକରେ ସୈନ୍ୟ ନିହତ

ଇସଲାମାବାଦ : ଆମେରିକା, ଇସ୍ରାଏଲ ଏବଂ ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଯୁଦ୍ଧରେ ନୂଆ ମୋର୍ଚ୍ଚା ଖୋଲିଛି । ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନର କାବୁଲ, କାନ୍ଦାହାର, ପାକଟିଆ ଏବଂ ପାକଟିକାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପ୍ରତିଶୋଧ ପରାୟଣ ହୋଇ ତାଲିବାନ୍…

ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ ଓ ୬ ଆହତ

ନୂଆଦିଲ୍ଲୀ: ଇରାକରେ ଡ୍ରୋନ୍ ଆକ୍ରମଣ, ଜଣେ ଫ୍ରାନ୍ସ ସୈନ୍ୟ ମୃତ, ୬ ଆହତ । ଇରାକର କୁର୍ଦ୍ଦିସ୍ତାନ ଅଞ୍ଚଳରେ ଥିବା ଇରବିଲରେ ଏକ ଭୟଙ୍କର ଆକ୍ରମଣରେ ଜଣେ ଫ୍ରାନ୍ସ ସୈନ୍ୟ ପ୍ରାଣ ହରାଇଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି ।…

ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ବଡ଼ ଆକ୍ରମଣ, ୨୪ ମୃତ

ସୁଦାନ : ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତିକମରେ ୨୪ ଜଣଙ୍କ ଜୀବନ ଚାଲିଯାଇଥିବା ଆଶଙ୍କା…

ୟୁକ୍ରେନର ଦୁଇଟି ବଡ଼ ସହର ଉପରେ ରୁଷର ଡ୍ରୋନ୍ ଆଟାକ୍, ୧୩ ଗୁରୁତର

ରୁଷ : ଦୀର୍ଘ ୪ ବର୍ଷ ଧରି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଏପର୍ଯ୍ୟନ୍ତ ଯୁଦ୍ଧବିରତି ପାଇଁ କୌଣସି ଚୁକ୍ତି ହୋଇନାହିଁ । ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନର ଦୁଇଟି ବଡ଼ ସହର ଉପରେ ରୁଷର ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ…

ପୁଟିନଙ୍କ ଘର ଉପରେ ଆକ୍ରମଣ!, ଜେଲେନ୍ସକି କହିଲେ ମିଛ କଥା

ରୁଷ : ପୁଟିଙ୍କ ଘର ଉପରେ ଆକ୍ରମଣ । ଯାହାକୁ ନେଇ ଟ୍ରମ୍ପ କଡ଼ା ନିନ୍ଦା କରିଛନ୍ତି । ଶାନ୍ତି ଆଲୋଚନା ମଝିରେ ପୁଟିନଙ୍କର ଏହା ଏକ ବଡ଼ ଚାଲ ବୋଲି କହିଲେ ଜେଲେନସ୍କି । ଏହିସହ ପୁଟିନ ମିଛ ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ଜେଲେନ୍ସକି କହିଛନ୍ତି । ପୁଟିଙ୍କ ଘର ଉପରେ ଡ୍ରୋନ ଆକ୍ରମଣକୁ ନେଇ…

ମସଜିଦ ଉପରେ ଅର୍ଦ୍ଧସାମରିକ ବାହିନୀର ଡ୍ରୋନ୍ ଆକ୍ରମଣ, ୪୩ ଜଣ ମୃତ

କାଇରୋ : ସୁଡାନର ଉତ୍ତର ଦାରଫୁର ଅଞ୍ଚଳର ଅଲ-ଫାଶେରରେ ଏକ ମସଜିଦ ଉପରେ ଅର୍ଦ୍ଧସାମରିକ ବାହିନୀର ଡ୍ରୋନ୍ ଆକ୍ରମଣ । ଏହି ଆକ୍ରମଣରେ ୪୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଫଳରେ ଘଟଣାସ୍ଥଳରେ ଚିତ୍କାର ସୃଷ୍ଟି ହୋଇଥିଲା । ଏପରି ଦୁର୍ଘଟଣା ଶୁକ୍ରବାର ଅର୍ଥାତ୍ ଆଜି ଦେଖିବାକୁ ମିଳିଛି…