Below header
Browsing Tag

drowned to death

ମା’ ସହିତ ଗାଧୋଇ ବାକୁ ଯାଇଥିବା ବେଳେ ନାଳରେ ବୁଡ଼ିଗଲେ ଦୁଇ ଶିଶୁ

 ରେଢ଼ାଖୋଲ(କେ ନ୍ୟୁଜ): ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡ଼ି ଗଲେ ଦୁଇ ଶିଶୁ । ଏମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୬ ବର୍ଷ ହୋଇଥିବା ବେଳେ ଅନ୍ୟଟିର ବୟସ ୪ ବର୍ଷ । ଏମାନଙ୍କ ନାଁ ହେଉଛି ଯଥାକ୍ରମେ ଅମିତ ଖଡ଼ିଆ ଓ ଅଜିତ ଖଡ଼ିଆ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର…

ବିବାହ ଉତ୍ସବରେ ଯୋଗ ଦେବାକୁ ଆସି ନଈରେ ବୁଡ଼ି ଗଲେ ୨ ନାବାଳକ

କୋରାପୁଟ(କେନ୍ୟୁଜ୍‌): କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । କୋଲାବ ଜଳଭଣ୍ଡାରକୁ ସଂଯୋଗ କରୁଥିବା ହଂଜାରିଗୁଡ଼ା ନଈରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଉକ୍ତ ଯୁବକ ଦ୍ୱୟ ସେଲଫି ନେଉଥିବା ବେଳେ ନଦୀକୁ ଖସି ପଡିଥିବା ସନ୍ଦେହ କରାଯାଉଛି। ଉକ୍ତ…

ଗଞ୍ଜାମ: ଗାଧୋଇବା ବେଳେ ଋଷିକୂଲ୍ୟା ନଦୀରେ ବୁଡ଼ି ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ପଞ୍ଚାୟତର ଅଲାଡ଼ିଗାଁରେ ଆଜି ସକାଳେ ଏକ ଅଘଟଣ ଘଟିଛି । ଗାଁର ଟିଣା ମହାନ୍ତି ନାମକ ଜଣେ ଯୁବକଙ୍କର ଋଷିକୂଲ୍ୟା ନଦୀରେ ବୁଡ଼ି ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଗାଧୋଇବା ବେଳ କୌଣସି ଅସାବଧନତା କାରଣରୁ ଗୋଡ଼ ଖସି…